ଛାମୁ

ଉଇକିଅଭିଧାନ‌ରୁ

ଛାମୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସମ୍ମୁଖ)[ସମ୍ପାଦନା]

୧. ସମ୍ମୁଖ — ୧. Front side.
୨. ନୈକଟ୍ୟ —୨. Nearness; proximity.
୩. (୩ୟ ପୁରୁଷ) ରାଜା ବା ସମ୍ମାନାର୍ହି ବ୍ୟକ୍ତିଙ୍କ ସମୀପ, ସାନ୍ନିଧ୍ୟ; ହଜୁର — ୩. Royal presence or majesty.

(ଯଥା—ମୁଁ ଆଜି ରଜାଙ୍କ ଛାମୁକୁ ଯାଇଥିଲି)

୪. ଦେବତାଙ୍କ ସାନ୍ନିଧ୍ୟ ବା ସାମ୍ମୁଖ୍ୟ — ୪. The vicinity of a deity.

(ଯଥା—କୋଠ ଭୋଗ ଦେବତାଙ୍କ ଛାମୁରେ ବଢ଼ା ହୁଏ)

ଦେଶଜ - ବିଶେଷଣ -[ସମ୍ପାଦନା]

୧. ସମ୍ମୁଖରେ ଥିବା — ୧. Situate in front.

(ଯଥା—ଛାମୁଦାନ୍ତ)

୨. ଯେଉଁ ସେବକ ରାଜା ବା ଦେବତାଙ୍କ ସମ୍ମୁଖରେ ସେବା କରେ —୨. (a servant) Who renders service in the presence of a king or deity.

(ଯଥା—ଛାମୁ ଖୁଣ୍ଟିଆ; ଛାମୁ ମସାଲଚୀ)

ଦେଶଜ - ଅ[ସମ୍ପାଦନା]

୧. ଶ୍ରୀ ମହାରାଜ !; ଭୋଦେବ!; ମଣିମା!: ଶ୍ରୀହଜୁର ୧. An address to Royl Highness meaning Your Highness; Your Majesty !.

[ ଦ୍ର—ରାଜଙ୍କୁ ଆପଣ ବୋଲି ନ କହି ଛାମୁ ସମ୍ୱୋନ କରନ୍ତି ଯଥା—ଛାମୁ ! କଣ ଆଜ୍ଞା କରୁଅଛନ୍ତି?]

୨. (ଶିଷ୍ୟ ଗୁରୁଙ୍କୁ କିମ୍ୱା ପ୍ରଜା ରାଜଙ୍କୁ ଉତ୍ତର କରିବାରେ ପ୍ରଯୋଜ୍ୟ ଅତ୍ୟୟ) ଆଜ୍ଞା; ଅବଧାନ; ହୁଁ — ୨. (interjection used in response to a king or preceptor) Yes ! Your Highness.