Jump to content

ଛାମୁରୁ

ଉଇକିଅଭିଧାନ‌ରୁ

ଛାମୁରୁ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ଅ

[ସମ୍ପାଦନା]
୧. ଶ୍ରୀହଜୁରରୁ — ୧. From his royal highness.
୨. ଆପଣଙ୍କଠାରୁ —୨. From you.
୩. ଆପଣଙ୍କ ନିକଟରୁ —୩. From your side.

(ଯଥା—ଛାମୁରୁ ବିଦାୟ ହେଉଅଛି)

ଧର୍ମଙ୍କ ଗ୍ରମର ପାର୍ଥ ଘେଲାଣି—ରାଧାନାଥ. କବିତାବଳ