ଛାମୁରେ

ଉଇକିଅଭିଧାନ‌ରୁ

ଛାମୁରେ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ଅ[ସମ୍ପାଦନା]

୧. ଶ୍ରୀ ହଜୁରରେ; ହଜୁରଙ୍କ ନିକଟରେ ୧. At or near his Royal Highness; to His Royal Highness.
୨. ଦେବତା ଆଦିଙ୍କ ସମ୍ମୁଖରେ; ନିକଟରେ (ରଖାଯିବା ଭୋଗ ଆଦି) —୨. In front or near the Diety.

(ଯଥା—ସକାଳ ଧୂପରେ ଏ ଭୋଗତକ ଛାମୁରେ ବସାଇ ଦେବ)

୩. ଆପଣଙ୍କ ନିକଟରେ — ୩. To or at your Royal Highness.

(ଯଥା—ଛାମୁରେ ମୋର ନିବେଦନ ଏହି କି)

୪. ସମ୍ମୁଖରେ —୪. Infront.

ୟେରୂପେ ସନମାନ କରି ଛାମୁରେ ଉଭା ଦଣ୍ଡାଧରୀ ଭୂପତି. ପ୍ରେମପଞ୍ଚାମୃତ

୫. ନିକଟରେ —୫. Before; near.

ଅବଶ୍ୟ ତା ଗ୍ରାମୂରେ ମୁଁ ନିବେଦନ କଲିଟି କବିସୂର୍ଯ୍ୟ. କିଶୋରୀଚମ୍ପୂ