ଛାଲ୍କିତ୍କିତ୍

ଉଇକିଅଭିଧାନ‌ରୁ

ଛାଲ୍କିତ୍କିତ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଛାଳ କିତିକିତି—ଅନ୍ୟରୂପ)

  • (file)
  • (file)

ଦେଶଜ - ଅ[ସମ୍ପାଦନା]

ଡୁଡୁଖେଳରେ ଆକ୍ରମଣକାରୀ ବାଳକ ଅନ୍ୟ ପକ୍ଷର ସୀମା ମଧ୍ୟକୁ ଯାଇ ଅପର ପକ୍ଷର କୌଣସି ବାଳକ ଦେହକୁ ଗୋଡ଼ଦ୍ୱାରା ଆଘାତ କରିବା ପୂର୍ବରୁ ଏକାନିଶ୍ୱାସରେ ବାରାଂବାର ଉଚ୍ଚାରଣ କରିବା ଶବ୍ଦ —The exclamation uttered by an aggressive boy in one breath while attacking the other side.