ଛାୟାଉପଚ୍ଛାୟା

ଉଇକିଅଭିଧାନ‌ରୁ

ଛାୟାଉପଚ୍ଛାୟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. (ବିଜ୍ଞାନପରିଭାଷା) ସୂର୍ଯ୍ୟଙ୍କର ଆଲୋକ କୌଣସି ବଡ଼ ବସ୍ତୁ ଉପରେ ପଡ଼ିଲେ ତଦ୍ଦ୍ୱାରା ଉତ୍ପନ୍ନ ହେବା ଗାଢ଼ ଅନ୍ଧକାରଯୁକ୍ତ ଛାୟା ଓ ଲଘୁ ଅନ୍ଧକାରଯୁକ୍ତ ଛାୟା — ୧. Umbra and penumbra.


୨. (କଚିରିଆ ଭାଷା) କୌଣସି ପଦାର୍ଥର ଛାଇ ଓ ତାହାର ପ୍ରତିବିମ୍ୱ —୨. Shadow and reflection of a thing.

[ ଦ୍ର—କୌଣସି ସମ୍ପତ୍ତି କବାଲା କରି ଦେବାବେଳେ ବିକ୍ରେତା ସମ୍ପାଦନ କରୁଥିବା କବାଲାରେ ଅନ୍ୟାନ୍ୟ ଶରେତ୍ ମଧ୍ୟରେ ଲେଖାଯଏ "ଆମ୍ଭ ଏ ବୃତ୍ତି ଓ ଏଥିରେ ଥିବା ପୋତା ନୋତା ନିଧିନିଖାତ ଛାୟା ଉପଛାୟ ଆଦି ସମସ୍ତ ପ୍ରକାର ସତ୍ୱ ଉପସତ୍ୱକୁ ମୁସ୍ତରୀଙ୍କ ହସ୍ତେ ବିକ୍ରୟ କଲୁଁ]