ଛାୟେଁ

ଉଇକିଅଭିଧାନ‌ରୁ

ଛାୟେଁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ (ସଂସ୍କୃତ - ସ୍ୱୟଂ)[ସମ୍ପାଦନା]

୧. ସ୍ୱୟଂ; ନିଜେ; ଆପେ — ୧. One's self.
୨. ସ୍ୱେଚ୍ଛାକ୍ରମେ; ବିନା କାହାରି ପ୍ରେରଣାରେ; ଆପେ ଆପେ —୨. Of one's own accord; voluntairly.