Jump to content

ଛିଙ୍କିବା

ଉଇକିଅଭିଧାନ‌ରୁ

ଛିଙ୍କିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.—(ସଂସ୍କୃତ - ଛିକ୍କା)

[ସମ୍ପାଦନା]

ନାସିକା ମଧ୍ୟରୁ ବେଗ ଓ ଶବ୍ଦ ସହିତ ହଠାତ୍ ପବନ ବାହାର କରିବା —To sneeze.

[ଦ୍ରଷ୍ଟବ୍ୟ —ବିରାଡ଼ି ଛିଙ୍କିଲେ ଗୃହସ୍ୱାମୀ ଅମଙ୍ଗଳ ସୂଚନା କରେ; ମନୁଶ୍ୟ ଛିଙ୍କିବା ମଧ୍ୟ ଅମଙ୍ଗଳକର; ଏଥିପାଇଁ କେହି ଛିଙ୍କିଲେ ସେଠାରେ ଉପସ୍ଥିତ ବୟୋବୃଦ୍ଧ ମନୁଷ୍ୟ ଉକ୍ତ ଅମଙ୍ଗଳ ଦୂର ହେବା ଆଶାରେ କହି ଥାଆନ୍ତି 'ଚୀରଂଜୀବୀ ହୋ']