ଛିଡ଼ାଇବା

ଉଇକିଅଭିଧାନ‌ରୁ

ଛିଡ଼ାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଛିଡ଼େଇବା, ଛିଣ୍ଡାଇବା, ଛିଣ୍ଡେଇବାଅନ୍ୟରୂପ

ଦେଶଜ - କ୍ରି.—(ଛିଦ୍ ଧାତୁ, ଣିଚ୍ ଧାତୁ ଛେଦି ଧାତୁ)[ସମ୍ପାଦନା]

୧. ଛିଡ଼ିବାର ଣିଜନ୍ତ ରୂପ — ୧. Causative of Chhiṟḍ̠ibā.
୨. ଛିନ୍ନ କରିବା; ଛିଣ୍ଡାଇବା —୨. To cut asunder; to split up.
୩. ପୃଥ୍କ କରିବା — ୩. To part asunder.
୪. ଚିରିବା —୪. To tear.
୫. (ବିବାଦ) ତୁଟାଇବା; ନିଷ୍ପତ୍ତି କରିବା; ମୀମାଂସା କରିବା; ସମାଧାନ କରିବା —୫. To settle; to solve (a dispute).
୬. ଖଟା ଦେଇ ଦୁଧକୁ ପାଣି ଫଟାଇବା — ୬. To curdle (milk).
୭. ଭାଙ୍ଗିଦେବା —୭. To break off.


୮. (ଫିଟିକିରି ବା ନିର୍ମଳାଫଳ ପକେଇ)— ଗୋଳିଆ ପାଣିରୁ ମଇଲା ଅଂଶ ତଳକୁ ବସାଇବା — ୮. To sublimate; to refine dirty water.
୯. ଗଣିତ ସମସ୍ୟାକୁ ସମାଧାନ କରିବା —୯. To work out or solve a mathematical problem.
୧. କୌଣସି ପ୍ରସ୍ତାବକୁ ଅଗ୍ରାହ୍ୟ କରିବା —୧୦. To break off or reject a proposal.
୧୧. ବୃକ୍ଷରୁ ପତ୍ର, ଡ଼ାଳ, ଫଳ, ଫୁଲ ପୃଥକ କରିବା — ୧୧. To pluck (fruits, flowers, leaves or branches from tree.)
୧୨. ଅନ୍ୟ ବ୍ୟକ୍ତିର ଶରୀରକୁ ରାମ୍ପୁଡ଼ି ବା ଘୋଷାରି କ୍ଷତବିକ୍ଷତ କରିବା; ଛିଣ୍ଡାଇବା —୧୨. To abrade; to cause abrasion of the skin by dragging a person on the ground or by scratching.