ଛିଡ଼ାଛିଡ଼ା
ଦେଖଣା
ଛିଡ଼ାଛିଡ଼ା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛିଡ଼ାଛିଡ଼ା
|
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ସ୍ଥାନେ ସ୍ଥାନେ ଠିଆ ହୋଇଥିବା — ୧. Standing here and standing there; protruding perpeniculary at several places.
- ୨. କାର୍ଯ୍ୟ କରିବାକୁ ଅନିଚ୍ଛୁକ — ୨. Unwilling to work.
ଦେଶଜ - କ୍ରି. ବିଶେଷଣ -
[ସମ୍ପାଦନା]ଠିଆ ହୋଇଥିବା ଅବସ୍ଥାରେ — While standing.
(ଯଥା—ସେ ଛିଡ଼ାଛିଡ଼ା ପାଣି ପିଇ ଦେଲା)