ଛିଡ଼୍କାଇବା

ଉଇକିଅଭିଧାନ‌ରୁ

ଛିଡ଼୍କାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଛିଡ଼କେଇବା; ଛିଡ଼କାଇବା; ଛିଡ଼ିକେଇବା—ଅନ୍ୟରୂପ)

ଦେଶଜ - କ୍ରି. (ସଂସ୍କୃତ - କ୍ଷିପ୍ତକରଣ; ପ୍ରା. ଚିତ୍ତରଣ)[ସମ୍ପାଦନା]

ଛିଟା ପକାଇବା; ବିନ୍ଦୁ ବିନ୍ଦୁ ଛାଟିବା — To spurt or splash; to sprinkle obliquely in drops.