ଛିଣ୍ଡାଳ

ଉଇକିଅଭିଧାନ‌ରୁ

ଛିଣ୍ଡାଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ଛିନ୍ନା; ତୁଳ; ପ୍ରା. ଛିନ୍ନଳିୟା= ବେଶ୍ୟା)[ସମ୍ପାଦନା]

ବ୍ୟଭିଚାରିଣୀ ସ୍ତ୍ରୀ; ନଷ୍ଟଟଚରିତା ସ୍ତ୍ରୀ — Adulteress; harlot; coquette.


ଦେଶଜ - ବିଶେଷଣ - (ସ୍ତ୍ରୀ)[ସମ୍ପାଦନା]

ପରପୁରୁଷଗାମିନୀ; ନଷ୍ଟା — Dissolute (woman); coquettish.