ଛିନାଳି
ଦେଖଣା
ଛିନାଳି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ଛିନାଲି—ଅନ୍ୟରୂପ)
ପ୍ରାଦେଶିକ - (ମେଦିନୀପୁର; ବାଲେଶ୍ୱର) ବିଶେଷ୍ୟ -
[ସମ୍ପାଦନା]- ୧. ଛିଣ୍ଡାଳପଣିଆଁ — ୧. Coquettishness; jilting; conquetry.
- ୨. ବେଧ; ସ୍ତ୍ରୀର ବ୍ୟଭିଚାର — ୨. Adultery (in the case of a woman).
- ୩. (ସ୍ତ୍ରୀ) ଛିଣ୍ଡାଳ (ଦେଖ) - ୩. Chhiṇḍāḻa (See)