ଛିନ୍କାନିଆଁ

ଉଇକିଅଭିଧାନ‌ରୁ

ଛିନ୍କାନିଆଁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ଯାଜପୁର) ବିଶେଷଣ - (ସଂସ୍କୃତ - ଛିନ୍ନଭିନ୍ନ)[ସମ୍ପାଦନା]

ଅସ୍ତବ୍ୟସ୍ତ —At bay; cornered.

(ଯଥା—ଅଭିମନ୍ୟୁକୁ ସପ୍ତରଥୀ ଘେରି ଯାଇ ଛିନ୍କାନିଆ କରି ପକାଇଲେ)