ଛୁଆଁ

ଉଇକିଅଭିଧାନ‌ରୁ

ଛୁଆଁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ଅଛୁଆଁ—ବିପରୀତ)

ଦେଶଜ - ବିଶେଷଣ - (ସଂ ସ୍ପୃଶ ଧାତୁରୁ ସ୍ପୃଶ୍ୟ; ବିପରିତ ଅସ୍ପୃଶ୍ୟ)[ସମ୍ପାଦନା]

୧. ପାକାସ୍ପୃଶ୍ୟା; ଆର୍ତ୍ତବଯୁକ୍ତା; ଋତୁମତୀ ହୋଇଥିବା (ସ୍ତ୍ରୀ) —୧. Menstruated (women) in her menses
୨. ସ୍ପର୍ଶ କରିଥିବା — ୨. Touching; coming on contact with.
୩. ସ୍ପୃଷ୍ଟ —୩. Touched (by and so)

ଖୁଆଦଣ୍ଡଛୁଆଁ ଖରାପ କ୍ଷୀରରେ ସୁଆଦ କି ଥାଏ ଆଉ? କବିସୂର୍ଯ୍ୟ ସଙ୍ଗୀତ

୪. ଦୂଷିତ ବ୍ୟକ୍ତି ବା ପଦାର୍ଥକୁ ସ୍ପର୍ଶ କରିଥିବା ଯୋଗୁଁ ଅଶୁଚି ବା ଦୂଷିତ —୪. Made unclean or contaminated by the touch of an untouchable thing or person.
୫. ଅସ୍ପୃଶ୍ୟ; ଅଶୁଚି —୫. Untouchable; unclean.

(ସଂ ଛଦ୍ ଧାତୁ) ===

୬. ଛପରବନ୍ଦି ହୋଇଥିବା — ୬. Thatched

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଋତୁମତୀ ହେବା; ପାକାସ୍ପର୍ଶା ହେବା ଅବସ୍ଥା — ୧. Menstruation; appearance of menses in a female.
୨. ଛପରବନ୍ଦି; ଛୁଆଁଇବା; ଛୁଆଣି — ୨. Thatching of a house.
୩. ସ୍ପର୍ଶ କରିବା —୩. Touching