ଛୁଆଁ
ଦେଖଣା
ଛୁଆଁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ଅଛୁଆଁ—ବିପରୀତ)
ଦେଶଜ - ବିଶେଷଣ - (ସଂ ସ୍ପୃଶ ଧାତୁରୁ ସ୍ପୃଶ୍ୟ; ବିପରିତ ଅସ୍ପୃଶ୍ୟ)
[ସମ୍ପାଦନା]- ୧. ପାକାସ୍ପୃଶ୍ୟା; ଆର୍ତ୍ତବଯୁକ୍ତା; ଋତୁମତୀ ହୋଇଥିବା (ସ୍ତ୍ରୀ) —୧. Menstruated (women) in her menses
- ୨. ସ୍ପର୍ଶ କରିଥିବା — ୨. Touching; coming on contact with.
- ୩. ସ୍ପୃଷ୍ଟ —୩. Touched (by and so)
ଖୁଆଦଣ୍ଡଛୁଆଁ ଖରାପ କ୍ଷୀରରେ ସୁଆଦ କି ଥାଏ ଆଉ? କବିସୂର୍ଯ୍ୟ ସଙ୍ଗୀତ
- ୪. ଦୂଷିତ ବ୍ୟକ୍ତି ବା ପଦାର୍ଥକୁ ସ୍ପର୍ଶ କରିଥିବା ଯୋଗୁଁ ଅଶୁଚି ବା ଦୂଷିତ —୪. Made unclean or contaminated by the touch of an untouchable thing or person.
- ୫. ଅସ୍ପୃଶ୍ୟ; ଅଶୁଚି —୫. Untouchable; unclean.
(ସଂ ଛଦ୍ ଧାତୁ) ===
- ୬. ଛପରବନ୍ଦି ହୋଇଥିବା — ୬. Thatched
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଋତୁମତୀ ହେବା; ପାକାସ୍ପର୍ଶା ହେବା ଅବସ୍ଥା — ୧. Menstruation; appearance of menses in a female.
- ୨. ଛପରବନ୍ଦି; ଛୁଆଁଇବା; ଛୁଆଣି — ୨. Thatching of a house.
- ୩. ସ୍ପର୍ଶ କରିବା —୩. Touching