ଛୁଆଁଚୀ
ଦେଖଣା
ଛୁଆଁଚୀ
ଉଚ୍ଚାରଣ
[ସମ୍ପାଦନା](ଛୁଆଁଛୀ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ପ୍ରାଦେଶିକ - (ବାଲେଶ୍ୱର, ସମ୍ୱଲପୁର) ବିଶେଷଣ - ସ୍ତ୍ରୀ. (ସଂସ୍କୃତ - ଅଶୁଚି; ଅସ୍ପୃଶ୍ୟ; ତୁଳ. ବଙ୍ଗାଳୀ - ଛୋୟାଁଚ୍ୟେ)
[ସମ୍ପାଦନା]- ୧. ଅଶୁଚି — ୧. Impure;untouchable; unclean.
- ୨. ଅସ୍ପୃଶ୍ୟା; ଋତୁମତୀ —୨. Menstruated
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଋତୁମତୀ ହେବା — Menstruation; appearance of menses.