Jump to content

ଛୁଆରା

ଉଇକିଅଭିଧାନ‌ରୁ

ଛୁଆରା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ଛୁଆରା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - କ୍ଷୁତ୍+ହାରକ; ଆରବୀ - ଓ ଫାରାସୀ - ନାମ—ଖୁର୍ମା)

[ସମ୍ପାଦନା]

ଆରବଦେଶୀୟ ଶୁଖିଲା ଖଜୁରି କୋଳି; ଖୁର୍ମା; ଶୁଷ୍କ ଖର୍ଜୁର; ପିଣ୍ଡିଖଜୁର —Dried Arabian dates; (Phoenix Dactylifera).



ଛୁଆରା

ଉଚ୍ଚାରଣ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ -

[ସମ୍ପାଦନା]

ଛୁଆଁରା (ଦେଖ) - Chhuāñrā (See)