ଛୁଆରା

ଉଇକିଅଭିଧାନ‌ରୁ

ଛୁଆରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ଛୁଆରା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - କ୍ଷୁତ୍+ହାରକ; ଆରବୀ - ଓ ଫାରାସୀ - ନାମ—ଖୁର୍ମା)[ସମ୍ପାଦନା]

ଆରବଦେଶୀୟ ଶୁଖିଲା ଖଜୁରି କୋଳି; ଖୁର୍ମା; ଶୁଷ୍କ ଖର୍ଜୁର; ପିଣ୍ଡିଖଜୁର —Dried Arabian dates; (Phoenix Dactylifera).



ଛୁଆରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ -[ସମ୍ପାଦନା]

ଛୁଆଁରା (ଦେଖ) - Chhuāñrā (See)