ଛୁଙ୍କ
ଛୁଙ୍କ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ବି—(ଧ୍ୱନ୍ୟନୁକାରୀ ଶବ୍ଦ)[ସମ୍ପାଦନା]
- ୧. ତିଅଣ ଆଦି ବଘାରିବା; ବଘରା —୧. Frying of seasoning the already boiled curry with a little oil or ghee and spices.
- ୨. ତିଅଣ ଆଦି ଘିଅ ଓ ମସଲାଦ୍ୱାରା ବଘାରିବାର ବାସନା — ୨. The smell issuing during the operation of frying boiled curry with oil or ghee.