Jump to content

ଛୁଞ୍ଚ ଦେବା

ଉଇକିଅଭିଧାନ‌ରୁ

ଛୁଞ୍ଚ ଦେବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ସେଚନ) ସକାଳୁ ଗୋବରପାଣିରେ ଅଗଣା ଆଦି ଲିପିବା —୧. To wash the courtyard and floor of the house with cowdung-water every morning.
୨. (ସଂସ୍କୃତ - ସୂଚନା) ଉଲୁଗୁଣ ଦେବା; ଘଟିଥିବା କୌଣସି ଗୋଟିଏ କଥାକୁ ଦରକାର ବେଳେ ପୁନଃପୁନଃ କହିବା — ୨. To allude to a past thing repeatedly.

ପ୍ରାଦେଶିକ - (ବାଲେଶ୍ୱର)କ୍ରିୟାପଦ -

[ସମ୍ପାଦନା]
୧. ଖୁଞ୍ଚା ମାରିବା; ସ୍ଥାନେ ସ୍ଥାନେ ଚାଳରୁ ଛଣ ଉଲୁରି ଯାଇଥିବା ସ୍ଥନରେ କୁଟା ଗୁଞ୍ଜିବା ୧. To put straw at places in the thatch where it has come out.