ଛୁଞ୍ଚ ଦେବା
ଛୁଞ୍ଚ ଦେବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଛୁଞ୍ଚ ଦେବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ସେଚନ) ସକାଳୁ ଗୋବରପାଣିରେ ଅଗଣା ଆଦି ଲିପିବା —୧. To wash the courtyard and floor of the house with cowdung-water every morning.
- ୨. (ସଂସ୍କୃତ - ସୂଚନା) ଉଲୁଗୁଣ ଦେବା; ଘଟିଥିବା କୌଣସି ଗୋଟିଏ କଥାକୁ ଦରକାର ବେଳେ ପୁନଃପୁନଃ କହିବା — ୨. To allude to a past thing repeatedly.
ପ୍ରାଦେଶିକ - (ବାଲେଶ୍ୱର)କ୍ରିୟାପଦ -
[ସମ୍ପାଦନା]- ୧. ଖୁଞ୍ଚା ମାରିବା; ସ୍ଥାନେ ସ୍ଥାନେ ଚାଳରୁ ଛଣ ଉଲୁରି ଯାଇଥିବା ସ୍ଥନରେ କୁଟା ଗୁଞ୍ଜିବା ୧. To put straw at places in the thatch where it has come out.