Jump to content

ଛୁତି

ଉଇକିଅଭିଧାନ‌ରୁ

ଛୁତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ପୃଶ ଧାତୁ)[ସମ୍ପାଦନା]

୧. ସ୍ପର୍ଶଜନିତ ଅପବିତ୍ରତା; ସ୍ପର୍ଶ— ସଂକ୍ରାମକତା —୧. Contamination or impurity caused by touch.

(ଯଥା—ସେ ଛୁଆଁ ଛୁତି ନେଇ ଘରେ ପୂରାଉଛି)

୨. କଳଙ୍କ; ଅପବାଦ —୨. Stain; scandal.
୩. ଅଳିଆ; ଆବର୍ଜନା —୩. Refuse matter.
୪. ଦାୟିତ୍ୱ —୪. Responsibility.
୫. ସଂପର୍କ —୫. Connection.

(ଯଥା—ସେ ନିଜମୁଣ୍ଡରୁ ସବୁ ଛୁତି ଛଡ଼େଇ ଦେଇ ବସିଛନ୍ତି)

୬. ଛୁଇଁବା ଯୋଗୁଁ ରୋଗୀର ଦେହରୁ ଦେହାନ୍ତରକୁ ରୋଗଜୀବର ସଂକ୍ତମଣ —୬. Communication of the virus of a disease by contagion; contagion.