ଛୁତିଆ

ଉଇକିଅଭିଧାନ‌ରୁ

ଛୁତିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ବସ୍ତର) ବିଶେଷ୍ୟ - (ଢୁଳ ହିନ୍ଦୀ - ଛୁତିହା= ଅଶୁଚି ବ୍ୟକ୍ତିର ସ୍ପର୍ଶଜନିତ ଅଶୁଦ୍ଧ ପାତ୍ର; ଅସ୍ପୃଶ୍ୟ)[ସମ୍ପାଦନା]

ଛୁଆଁ; ସ୍ପର୍ଶଜନିତ ଅଶୁଦ୍ଧି —Impurity due to touch; contamination by touch.

ବିଶେଷଣ -[ସମ୍ପାଦନା]

୧. ଅସ୍ପୃଶ୍ୟ ବ୍ୟକ୍ତି ଛୁଇଁ ପକାଇବା ବା ଖାଇବା ଯୋଗୁଁ ଅଶୁଦ୍ଧ ହୋଇଥାଏ (ପାତ୍ର) —୧. (utensil) Contaminated by the touch of or by being used by an untouchable person.
୨. ଅସ୍ପୃଶ୍ୟ —୨. Untouchable.