ଛୁତ ଦେବା

ଉଇକିଅଭିଧାନ‌ରୁ

ଛୁତ ଦେବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ଯାଜପୁର)କ୍ରିୟାପଦ -[ସମ୍ପାଦନା]

ଗାଈ ବା ବଳଦ ବିକ୍ରି କରିବା ବେଳେ, ବିକ୍ରେତା କ୍ରୋତାକୁ ଟିକିଏ ମାଟି— ଗୋବର ଓ କେରାଏ ଦୁବ ଘାସ ଦେବା —To hand over a bit of earth mixed with cowdung and a bunch of grass to the purchaser at the time of delivery of the head of cattle sold.