ଛୁରି

ଉଇକିଅଭିଧାନ‌ରୁ

ଛୁରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଛୁର୍ ଧାତୁ+ କରଣ. ଇ)[ସମ୍ପାଦନା]

୧. କାଟିବାର କ୍ଷୁଦ୍ର ଅସ୍ତ୍ର; ଅସିପୁତ୍ରୀ —୧. Knife.
୨. (+ କର୍ମ. ଇ) ବନ୍ଧ୍ୟା ଗୋରୁ —୨. A barren cow.

ଦେଶଜ - ବିଶେଷ୍ୟ - (ଲକ୍ଷଣାର୍ଥ)[ସମ୍ପାଦନା]

ଦାଢୁଆ ଛୁରି ପରି ଯନ୍ତ୍ରଣାଦାୟକ — A thing as painful as a sharp knife.

ଛଟା କାହା କଟାକ୍ଷର ଛୁରି ହେଲା କି ବକ୍ଷର କବିସୂର୍ଯ୍ୟ, କିଶୋରୀଚମ୍ପୁ ଛ ଗୀତ