ଛେକ
ଦେଖଣା
ଛେକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଛୋ ଧାତୁ= ଛେଦନ କରିବା+ କର୍ତ୍ତୃ. ଇକ; ନିପାତନ)
[ସମ୍ପାଦନା]ପଣ୍ଡିତ; ବିଦଗ୍ଧ; ଚତୁର — Clever; shrewd; learned.
ସଂସ୍କୃତ - ବିଶେଷ୍ୟ - (+ କର୍ମ. ଈକ)
[ସମ୍ପାଦନା]- ୧. ପାଳିତ ପଶୁପକ୍ଷୀ — ୧. Domesticated birds and beasts.
- ୨. ଅନୁପ୍ରାସବିଶେଷ —୨. A kind of alliteration.
- ୩. ମହୁମାଛି —୩. Bee.
ଗ୍ରାମ୍ୟ - ବିଶେଷ୍ୟ -
[ସମ୍ପାଦନା]- ୧. ଛକି; ଦାଗ; ଯୁକ୍ତ ଚିହ୍ନ —୧. Cross-mark.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୨. ଥର —୨. Time of occurence.
ପ୍ରାଦେଶିକ - (ପୁରୀ)
[ସମ୍ପାଦନା]ଖାଦ୍ୟାଦି ରନ୍ଧନର ଏକଥର ବା ଏକପାଗ — The aggregate of food cooked at one stretch or for one meal.