Jump to content

ଛେକେ

ଉଇକିଅଭିଧାନ‌ରୁ

ଛେକେ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ଅ

[ସମ୍ପାଦନା]

ଥରେ —Once.

ଦେଶଜ - ବିଶେଷଣ -

[ସମ୍ପାଦନା]

ସାରେ; ଏକସାର —One set of.

ପ୍ରାଦେଶିକ - (ଯାଜପୁର)ବିଶେଷଣ -

[ସମ୍ପାଦନା]

ଦଳେ; ଏକଦଳ — One company or batch of.

(ଯଥା—ଛେକେ ବ୍ରାହ୍ମଣ ଆସିଥିଲେ)