ଛେଣିବା
(ଛେଣି ନେବା—ଅନ୍ୟରୂପ)
ହାତ ପତାଇ ଉପରୁ ପଡ଼ିବା ଜିନିଷକୁ ଧରି ପକାଇବା —To catch hold of a thing (e.g. a ball) by holding out the palm to catch it.
(ଯଥା—ଦୂରରୁ ଫିଙ୍ଗା ଯିବା ବଲ୍କୁ ଛେଣିବା)