ଛେଦାଇବା
(ଛେଦାଇବା—ଅନ୍ୟରୁପ)
ଛେଦିବାର ଣିଜନ୍ତରୁପ — Causative of Chhedibā
ସହସ୍ର ଚାରି ଘୋଡ଼ା ଶକୁନି ଛେଦାଇ ଭାନିଲେ ଛ ସହସ୍ର ଘେନି ନରସାଇ କୃଷ୍ଣସିଂହ. ମହାଭାରତ. ଶଲ୍ୟ