ଛେନାବଡ଼ା

ଉଇକିଅଭିଧାନ‌ରୁ

ଛେନାବଡ଼ା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଛେନାମଣ୍ଡା, ଛେନାମାଣ୍ଡୁଅଅନ୍ୟରୂପ

ଦେଶଜ - ବି—(ସଂସ୍କୃତ - ଛିନ୍ନ+ବଟକ)[ସମ୍ପାଦନା]

ଗୁଡ଼ରେ ପକ୍ୱ ଛେନାରେ ପିଠା; ମିଷ୍ଟାନ୍ନ ବିଶେଷ — Cheese cake.

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

ଘଷି; ଶୁଷ୍କ ଗୋମୟ — Dried cowdung-cakes.