ଛେରାଇବା
ଦେଖଣା
ଛେରାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ଛେରେଇବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଛେରିବାର ଣିଜନ୍ତରୂପ — ୧. Causative of chheribā.
- ୨. ଅତ୍ୟନ୍ତ ଭୟତ୍ରସ୍ତ କରାଇବା — ୨. To frighten a person.
[ଦ୍ରଷ୍ଟବ୍ୟ —ଏ କ୍ରିୟାର ଅସମାପିକା ରୂପସଙ୍ଗେ ଦେବା, ପକାଇବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ]