ଛେରା ପହଁରା

ଉଇକିଅଭିଧାନ‌ରୁ

ଛେରା ପହଁରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଛେରାପଅଁରା, ଛେରାପୟରା, ଛେରାପହରାଅନ୍ୟରୂପ

ଦେଶଜ - ବିଶେଷ୍ୟ - (ଅନୁଚର ଶବ୍ଦ) (ସଂସ୍କୃତ - କ୍ଷର ଧାତୁ ଓ ପରିମାର୍ଜନ)[ସମ୍ପାଦନା]

ପଥ ବା ଭୂମିରେ ଜଳ ସେଚନକରି ଓଳାଇବା — Sprinkling water on and sweeping the ground.

[ଦ୍ରଷ୍ଟବ୍ୟ —ଶ୍ରୀ ଜଗନ୍ନାଥ ମହାପ୍ରଭୁ ଗୁଣ୍ଡିଚା ସମୟରେ ରଥକୁ ପହଣ୍ଡିବିଜେ କରିବା ସମୟରେ ପୁରୀରାଜା ଶ୍ରୀଜୀଉଙ୍କ ଆଗେ ଆଗେ ସୁଗନ୍ଧ ଜଳ ଛିଞ୍ଚିଛିଞ୍ଚି ଓ ସୁନା ଖଡ଼ିକାରେ ଓଳାଇ ଅର୍ଥାତ୍ 'ଛେରା ପହଁରା' କରି କରି ଯାଉଥାଆନ୍ତି ଏଥିଯୋଗୁଁ କାଞ୍ଚିର ରାଜା ପୁରୀର ମହାରାଜ ପୁରୁଷୋତ୍ତମ ଦେବଙ୍କୁ ଚଣ୍ଡାଳ ବୋଲି କହି ତାଙ୍କୁ ନିଜ କନ୍ୟା ପଦ୍ମାବତୀଙ୍କୁ ବିବାହ ଦେଲେ ନାହିଁ ଏଥିଲାଗି ଜଗନ୍ନାଥ ମହାପ୍ରଭୁଙ୍କର ଅପମାନ ହେବାରୁ ନିଜେ ଜଗନ୍ନାଥ ଓ ବଳଭଦ୍ର ମନୁଷ୍ୟରୂପ ଧରି କଳା ଘୋଡ଼ା, ଧଳାଘୋଡ଼ାରେ ବସି ରାଜା ଓ ରଜାଙ୍କ ସୈନ୍ୟଙ୍କ ସଙ୍ଗେ ସଙ୍ଗେ ଯାଇଥିଲେ ଓ ପୁରୀ ରାଜା କାଞ୍ଚୀ ନଗରକୁ ଜୟ କରି କାଞ୍ଚୀ ଯେମାଙ୍କୁ ଆଣି ଶେଷରେ ବିବାହ କରିଥିଲେ]