Jump to content

ଛେଲ

ଉଇକିଅଭିଧାନ‌ରୁ

ଛେଲ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶଲ୍ୟ)

[ସମ୍ପାଦନା]
୧. ଶର; ବାଣ; ଅସ୍ତ୍ରବିଶେଷ — ୧. Arrow; a weapon of offence.

ନୀକି—ବନ୍ଧ ଛେଲ ତା ମଧ୍ୟେ ପୋତାଇଲା ଆସିଲେ ବାଲ୍ୟ ରଜା ମାରିକି ଭାବିଲା କୃଷ୍ଣସିଂହ. ମହାଭାରତ. ବନ

୨. ବରଚ୍ଛା —୨. Spear.

ଛେଲ ପୋତି ପରା ଉପରେ ହସ୍ର ଦେଇ କୃଷ୍ଣସିଂହ. ମହାଭାରତ. ଆଦି

ଅନୁବାଦ

[ସମ୍ପାଦନା]
୩. (ସଂସ୍କୃତ - ଛଲ୍ଲି) ବାଉଁଶ ଇତ୍ୟାଦିଙ୍କର ପତଳା ଛୋଟ ପାତିଆ —୩. Thin small slices or strips of bamboo.