Jump to content

ଛେଲି

ଉଇକିଅଭିଧାନ‌ରୁ

ଛେଲି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛଲ୍ଲି; ଛଲ୍ଲ)[ସମ୍ପାଦନା]

୧. ବୃକ୍ଷାଦିର ବକଳ — ୧. Bark of trees.
୨. କାଠର ଉପରୁ ଚଞ୍ଛା ହୋଇଥିବା ପତଳା ଅଂଶ — ୨. A slice scraped from a piece of wood.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ତୁଳ. ଏହି ଅର୍ଥରେ ହିନ୍ଦୀ - ଛେଲୀ)[ସମ୍ପାଦନା]

ଛେଳି —Goat.