ଛେଳି
ଦେଖଣା
ଛେଳି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛାଗଳ; ପ୍ରାକୃତ ଛାଳୀ; ସଂସ୍କୃତ - ଛେଳିକୀ=ଛାଗୀ; ଯୋଗେଶ୍ଚନ୍ଦ୍ର)
[ସମ୍ପାଦନା]- ୧. ଛାଗ —୧. Goat.
[ଦ୍ରଷ୍ଟବ୍ୟ —ପୁଂଲିଙ୍ଗରେ ଅଣ୍ଡିରା ଛେଳି ଓ ସ୍ତ୍ରୀଲିଙ୍ଗରେ ମାଈ ଛେଳି ବୋଲାଯାଏ]
- ୨. (ଲକ୍ଷଣାର୍ଥ) ଭୟାଳୁ ଲୋକ — ୨. (figurative) A coward.
(ଯଥା—ସେ ଏ କାମ କରିବାକୁ ଛେଳି=ସେ ଏ କାମ କରିବାକୁ ଡ଼ରୁଛି)
[ଦ୍ରଷ୍ଟବ୍ୟ —ଛେଳିମାନେ ପାଣିରେ ପଶିବାକୁ ଡ଼ରନ୍ତି; ଏଥିପାଇଁ ପ୍ରବାଦ ଅଛି "ପାଣିକି ଛେଳି" ପରି ହେବା]