ଛେଳି

ଉଇକିଅଭିଧାନ‌ରୁ

ଛେଳି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛାଗଳ; ପ୍ରାକୃତ ଛାଳୀ; ସଂସ୍କୃତ - ଛେଳିକୀ=ଛାଗୀ; ଯୋଗେଶ୍ଚନ୍ଦ୍ର)[ସମ୍ପାଦନା]

୧. ଛାଗ —୧. Goat.

[ଦ୍ରଷ୍ଟବ୍ୟ —ପୁଂଲିଙ୍ଗରେ ଅଣ୍ଡିରା ଛେଳି ଓ ସ୍ତ୍ରୀଲିଙ୍ଗରେ ମାଈ ଛେଳି ବୋଲାଯାଏ]

୨. (ଲକ୍ଷଣାର୍ଥ) ଭୟାଳୁ ଲୋକ — ୨. (figurative) A coward.

(ଯଥା—ସେ ଏ କାମ କରିବାକୁ ଛେଳି=ସେ ଏ କାମ କରିବାକୁ ଡ଼ରୁଛି)

[ଦ୍ରଷ୍ଟବ୍ୟ —ଛେଳିମାନେ ପାଣିରେ ପଶିବାକୁ ଡ଼ରନ୍ତି; ଏଥିପାଇଁ ପ୍ରବାଦ ଅଛି "ପାଣିକି ଛେଳି" ପରି ହେବା]