ଛୋଇଁବା
ଦେଖଣା
ଛୋଇଁବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଛୁଇଁବା, ଛୁଆଁଇବା, ଛୁଇଁବାଅନ୍ୟରୂପ
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ସଂସ୍କୃତ - ସ୍ପୃଶ୍ ଧାତୁ; ସଂସ୍କୃତ - ଛୁପ ଧାତୁ)— ସ୍ପର୍ଶ କରିବା —୧. To touch.
- ୨. (ସଂସ୍କୃତ - ଛଦ ଧାତୁ)—ଛାଆଣି କରିବା; ଘର ଛପର କରିବା —୨. To thatch.
- ୩. ଛୁଇଁବାର ଣିଜନ୍ତରୂପ — ୩. Causative form of Chhuiñbā.