ଛୋଟଦିନ
ଦେଖଣା
ଛୋଟଦିନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଛୋଟଦିନ
|
(ବଡ଼ଦିନ—ବିପରୀତ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ସୂର୍ଯ୍ୟଙ୍କର ଦକ୍ଷିଣାୟନ ଗତି ଯୋଗୁଁ ଯେଉଁ ସମୟରେ ଦିନମାନର ପରିମାଣ ଅଳ୍ପ ହୁଏ; ଶୀତ— କାଳର ଦିବସ —୧. The smallest day in the year in December ୨୨nd or ୨୩rd.
[ଦ୍ରଷ୍ଟବ୍ୟ —ଡ଼ିସେମ୍ୱର ୨୨: ବା ୨୩: ତାରିଖ ଦିନଟି ବର୍ଷଯାକରେ ସାନ ଓ ରାତିଟି ବଡ଼ ହୁଏ]
- ୨. ଅପ୍ରେଲ ମାସର ଗୁଡ଼୍ଫ୍ରାଇଡ଼େ ଓ ଇଷ୍ଟର୍ଡ଼େ ଯାହା କି ଖ୍ରୀଷ୍ଟିଆନ୍ମାନଙ୍କର ପର୍ବଦିନ —୨. Good Friday and Easter day.
[ଦ୍ରଷ୍ଟବ୍ୟ —ଲୋକେ ସାଧାରଣତଃ ଖ୍ରୀଷ୍ଟମସ୍କୁ ବଡ଼ଦିନ ଓ ଗୁଡ଼୍— ଫ୍ରାଇଡ଼େକୁ ଛୋଟଦିନ କହିଥାନ୍ତି]