Jump to content

ଛୋଡ଼ିବା

ଉଇକିଅଭିଧାନ‌ରୁ

ଛୋଡ଼ିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଗ୍ରାମ୍ୟ - କ୍ରି. (ଅଶ୍ଳୀଳ ଓ ଇତର)[ସମ୍ପାଦନା]

୧. କୌଣସି ଅପ୍ରକାଶ୍ୟ ପଦାର୍ଥ ଉପରସ୍ଥ ଆବରଣକୁ ଖୋଲିଦେବା; ଛୋରିବା; ନିକୁଟିବା; ଲେଫେଡ଼ିବା — ୧. To lay bare; to exhibit.

(ଯଥା—ଦାନ୍ତ ଛୋଡ଼ିବା=ଅତି ନିର୍ଲ୍ଲଜରୂପେ ଦାନ୍ତକୁ ଦେଖାଇ ହସିବା)

୨. (ଲିଙ୍ଗ ସମ୍ୱନ୍ଧେ ଅଶ୍ଳୀଳାର୍ଥକ ବ୍ୟବହାର) ଜନନେନ୍ଦ୍ରିୟର ଗୁଆର ଆଚ୍ଛାଦକ ଚର୍ମକୁ ଲିଙ୍ଗର ମୂଳଆଡ଼କୁ ଟାଣି ନେବା —୨. To draw in the foreskin of the penis.
୩. (ଯୋନି ସମ୍ୱନ୍ଧେ ଅଶ୍ଳୀଳାର୍ଥକ ବ୍ୟବହାର) ଯୋନିର ଉଭୟ ପାର୍ଶ୍ୱସ୍ଥ ଚର୍ମକୁ ଆଡ଼େଇ ଦେଇ ଯୋନିମୂଖକୁ ମେଲା କରିବା —୩. To open the mouth of the vulva by separation the skin on both sides.


୪. (ଗାଳି ଓ ଅବଜ୍ଞାର୍ଥରେ ବ୍ୟବହୃତ)କୌଣସି ବ୍ୟକ୍ତିର ସାମାନ୍ୟ ବା ବିଶେଷ କୌଣସି ପ୍ରକାର ଅନିଷ୍ଟ କରି ପାରିବା —୪. To Succed in inflicting any injury on the person (who uses the expression contemptuously in respect pf another person with whom the former is in terms of enmity.)

[ଦ୍ରଷ୍ଟବ୍ୟ —କୌଣସି ବ୍ୟକ୍ତିର ଅନିଷ୍ଟ କରିବାକୁ ଅନ୍ୟ ବ୍ୟକ୍ତି ବଦଳିଲାବେଳେ ପ୍ରଥମ ବ୍ୟକ୍ତି ରହୁଥିବା ବ୍ୟକ୍ତିକି ବିଦ୍ରୁପ କରି କହିଥାଏ;ଯଥା—ତୁ ମୋର ଛୋଡି ପକାଇବୁ ପରା?ଅର୍ଥାତ୍ ତୁ ମୋର କିଛିମାତ୍ର ଅନିଷ୍ଟ କରି ପାରିବୁ ନାହିଁ]