ଜଉକଣ୍ଠି
ଜଉକଣ୍ଠି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜତୁ+କଣ୍ଠଭୂଷଣ)[ସମ୍ପାଦନା]
- ୧. କଣ୍ଠରେ ମାଳା ରୂପେ ପିନ୍ଧାଯିବା ଜଉରେ ତିଆରି ଏକପ୍ରକାର କଣ୍ଠ ୧. Coloured lac-beads used as a string of necklace.
[ଦ୍ରଷ୍ଟବ୍ୟ —ଏହା ପୋହଲା ପରି ଲାଲ ଦେଖାଯାଏ ଓ କମ୍ ଦାମ ହେବାରୁ ଇତର ଲୋକେ ଏହା ବ୍ୟବହାର କରନ୍ତି]
- ୨. ଜଉକଣ୍ଠିର ମାଢା — ୨. A String of shall-lac beads.