Jump to content

ଜଉକଣ୍ଠି

ଉଇକିଅଭିଧାନ‌ରୁ

ଜଉକଣ୍ଠି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜତୁ+କଣ୍ଠଭୂଷଣ)

[ସମ୍ପାଦନା]
୧. କଣ୍ଠରେ ମାଳା ରୂପେ ପିନ୍ଧାଯିବା ଜଉରେ ତିଆରି ଏକପ୍ରକାର କଣ୍ଠ ୧. Coloured lac-beads used as a string of necklace.

[ଦ୍ରଷ୍ଟବ୍ୟ —ଏହା ପୋହଲା ପରି ଲାଲ ଦେଖାଯାଏ ଓ କମ୍ ଦାମ ହେବାରୁ ଇତର ଲୋକେ ଏହା ବ୍ୟବହାର କରନ୍ତି]

୨. ଜଉକଣ୍ଠିର ମାଢା — ୨. A String of shall-lac beads.