ଜଉଘର

ଉଇକିଅଭିଧାନ‌ରୁ

ଜଉଘର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ - (ସଂ ଜତୁଗୃହ)[ସମ୍ପାଦନା]

ପାଣ୍ଡ଼ବ ମାନଙ୍କୁ ପୋଡ଼ିପକାଇବାକୁ କଳ୍ପନା କରି ଦୁର୍ଯ୍ୟୋଧନ ନିର୍ମାଣ କରାଇଥିବା ଜତୁଗୃହ A house made of inflammable materials smeared with lac by setting whichon fire Durj̄yodhana intended to kill the Paṇḍabas.