ଜଉପୋକ

ଉଇକିଅଭିଧାନ‌ରୁ

ଜଉପୋକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂ ଜତୁ)[ସମ୍ପାଦନା]

୧. ଲକ୍ଷାକୀଟ —୧. Shell lac insects; Tachardia Lacca.

[ଦ୍ରଷ୍ଟବ୍ୟ —ଏହି ପତଙ୍ଗ ପଳାଶ, ଅଶ୍ୱତ, କୁସୁମ, ଶାଳ, ବଦରୀ ପ୍ରଭୃତି ଗଛର ଡ଼ାଳରେ ରହି ସେଥିରେ ରସ ଖାଇ ବଞ୍ଚନ୍ତି ଏମାନଙ୍କ ପେଟରୁ ଏକପ୍ରକାର ରକ୍ରବର୍ଣ୍ଣ କୀଟ ବାହାରନ୍ତି ଓ ଉକ୍ତ ଗଛ ଡ଼ାଳରେ ସେ ପୋକ ମାନେ ଛାଇ ହୋଇ ଯାନ୍ତି ଓ ପୋକ ମରି ଗଭାରୁ ସେହି ଡାଳମାନ ଆଣି ତାକୁ ସିଝାଇଲେ ତହିଁରୁ ଲାଖ ବା ଜଉ ବାହାରେ]

୨. ଏକ ପ୍ରକାର ଭ୍ରମର, ସେମାନେ ଜଉ ପରି ପଦାର୍ଥରେ ବସା ନିର୍ମାଣ କରନ୍ତି —୨. A kind of insect building there nests with materials looking like lac.