ଜଉମୁଦ
(ଜଉମୋହର—ଅନ୍ୟରୂପ)
ପତ୍ରାଦି ବନ୍ଦ କରି ତାହା ଉପରେ ଲାଖ ଦିଆଯାଇ ତହି ଉପରେ ବସାଯିବା ମୋହର —Sealing letters etc with lac; wax seal.