ଜଉ ମୁଦ ମାରିବା

ଉଇକିଅଭିଧାନ‌ରୁ

ଜଉ ମୁଦ ମାରିବା

ଓଡ଼ିଆ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

ଚିଠିକୁ ବା ଲଫାପାକୁ ମୁଦି କରି ତହିଁ ଉପରେ ଜୁଉକୁ ତରଳାଇ କରି ଦେଇ ତହିଁ ଉପରେ ମୋହର ବସାଇବା