ଜକାଜକି
ଦେଖଣା
ଜକାଜକି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଅଳ୍ପସ୍ଥାନରେ ବହୁଲୋକ ବା ଦ୍ରବ୍ୟ ଭିଡ଼ାଭିଡ଼ି ହୋଇ ରହିବା —୧. Getting too close owing to inadequate space; being huddled up.
- ୨. ପରସ୍ପର ଗାଢାଲିଙ୍ଗନ —୨. Mutual embrace; hugging; pressing each other to the bosom.
ଜମ୍ୱୁନଦ ଧରାଧରି ପୟୋଧର ଜକାଜକି କଉତୁକ ଧୁରନ୍ଧରା କବିସୂର୍ଯ୍ୟ. କବିତାକଲ୍ଲୋଳ
ବିଶେଷଣ -
[ସମ୍ପାଦନା]- ୧. ଠେଲାଠେଲି; ପେଲାପେଲି —୧. Pressing upon one another; pushing each other into a small place, contracted into a small place.
- ୨. ଖୁବ୍ ଭିଡ଼ ବା ଗହଳି ହୋଇଥିବା —୨. Crowded.
- ୩. ଘନ —୩. Dense.