Jump to content

ଜକାତ୍

ଉଇକିଅଭିଧାନ‌ରୁ

ଜକାତ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆ)

[ସମ୍ପାଦନା]
୧. ମୁସଲମାନଙ୍କ ବାର୍ଷିକ ଆୟରୁ ହଜାରକେ ୨୫\?\: ଟଙ୍କା ହିସାବରେ ଈଶ୍ୱରୋପାସନା ଓ ଦାନ ପାଇଁ ଉତ୍ସର୍ଗୀକୃତ ଧନ —୧. An amount of Rs ୨୫\-per Rs ୧୦୦୦\- set apart out of a Mahomedan's annual income for the worship of God and for charity.
୨. ଖଇରାତ୍; ଦାନ —୨. Charity.