ଜକ୍କୀ

ଉଇକିଅଭିଧାନ‌ରୁ

ଜକ୍କୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଏକପ୍ରକାର ଛୋଟ ବୁଲ୍ୱୁଲ୍ ପକ୍ଷୀ — A kind of small Bulbul bird.

[ଦ୍ରଷ୍ଟବ୍ୟ —ଏମାନେ ସାଧାରଣ ବୁଲ୍ୱୁଲ୍ ଅପେକ୍ଷା ଆକାରରେ ଛୋଟ ଶୀତଦିନେ ଏମାନେ ଭରତବର୍ଷର ସମତଳ ପ୍ରଦେଶ— ମାନଙ୍କରେ ଦେଖାଯାଆନ୍ତି ଓ ଗ୍ରୀଷ୍ମଦିନେ ହିମାଳୟ ଆଡ଼କୁ ଚାଲିଯାଆନ୍ତି—ହିନ୍ଦୀ - ଶବ୍ଦସାଗର]