ଜକ୍କୀ
ଦେଖଣା
ଜକ୍କୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜକ୍କୀ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଏକପ୍ରକାର ଛୋଟ ବୁଲ୍ୱୁଲ୍ ପକ୍ଷୀ — A kind of small Bulbul bird.
[ଦ୍ରଷ୍ଟବ୍ୟ —ଏମାନେ ସାଧାରଣ ବୁଲ୍ୱୁଲ୍ ଅପେକ୍ଷା ଆକାରରେ ଛୋଟ ଶୀତଦିନେ ଏମାନେ ଭରତବର୍ଷର ସମତଳ ପ୍ରଦେଶ— ମାନଙ୍କରେ ଦେଖାଯାଆନ୍ତି ଓ ଗ୍ରୀଷ୍ମଦିନେ ହିମାଳୟ ଆଡ଼କୁ ଚାଲିଯାଆନ୍ତି—ହିନ୍ଦୀ - ଶବ୍ଦସାଗର]