ଜଖମି

ଉଇକିଅଭିଧାନ‌ରୁ

ଜଖମି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ବୈଦେଶିକ - ବିଶେଷଣ - (ଫାରାସୀ - ଜଖ୍ମୀ) (କଚେରିଆ ଭାଷା)[ସମ୍ପାଦନା]

୧. ଆହତ; ଘାଇଲା —୧. Wounded; hurt.
୨. ଭଗ୍ନ; ଭଙ୍ଗା (ପଦାର୍ଥ) — ୨. Borken (article).

ବିଶେଷ୍ୟ -[ସମ୍ପାଦନା]

ଆହତ ବ୍ୟକ୍ତି —Wounded person.