Jump to content

ଜଗଚ୍ଚକ୍ଷୁଃ

ଉଇକିଅଭିଧାନ‌ରୁ

ଜଗଚ୍ଚକ୍ଷୁଃ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଜଗତ୍+ଚକ୍ଷୁଃ)

[ସମ୍ପାଦନା]
୧. ସୂର୍ଯ୍ୟ — ୧. The sun.
୨. ଈଶ୍ୱର —୨. God.