Jump to content

ଜଗତପାର

ଉଇକିଅଭିଧାନ‌ରୁ

ଜଗତପାର

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଜଗତ୍ +ପାର)

[ସମ୍ପାଦନା]
୧. ସଂସାର ବହିର୍ଭୂତ — ୧. Outside the world.

ଜଗତପାର ସେ ଚରିତ ତୁମ୍ଭେ ତା ବର୍ଣ୍ଣନେ ସମର୍ଥ—ଜଗନ୍ନାଥ. ଭାଗବତ

୨. ଆସାଧାରଣ — ୨. Uncommon: extra ordinary.