ଜଗତସେଠ

ଉଇକିଅଭିଧାନ‌ରୁ

ଜଗତସେଠ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜଗତ୍+ଶ୍ରେଷ୍ଠ)[ସମ୍ପାଦନା]

୧. ଖୁବ ବଡ଼ ଧନୀ ମହାଜନ; ଧନାସେଠ — ୧. A very big merchant.
୨. ମୁର୍ଶିଦାବାଦବାସୀ ବିଖ୍ୟାତ ଧନୀ ମହାଜନବଂଶର ରାଜ—ଦତ୍ତ ବଂଶୋପାଧି —୨. Family-title of a family of big Indian merchants of Murshidābād.

[ ଦ୍ର—ଏହି ବଂଶର ଜଗତସେଠ ମହତାପ୍ ରାୟ ଲର୍ଡ କ୍ଳାଇବ୍କୁ ବହୁ ଧନ ସାହାର୍ଯ୍ୟ ଦେଇ ଭାରତରେ ଇଂରାଜ ସାମ୍ରାଜ୍ୟ ସ୍ଥାପିତ ହେବା ବିଷୟରେ ଇଂରାଜଙ୍କୁ ବିଶେଷ ସାହାର୍ଯ୍ୟ କରିଥିଲେ ]