ଜଗତି ମେଢ଼
ଦେଖଣା
ଜଗତି ମେଢ଼
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]ଜଙ୍ଗଲ ମଧ୍ୟରେ ଗୋରୁଙ୍କୁ ନିରାପଦରେ ରାତିରେ ରଖିବା ପାଇଁ ବଡ଼ ଖୁଣ୍ଟମାନ ବେଢ଼ା ହୋଇ ଥିବା ସ୍ଥାନ ଯହିଁ ମଧ୍ୟରେ ଖଣ୍ଡିଏ ମେଲାଘର ମଧ୍ୟ ଥାଏ —A place enclosed by big posts and having a shed in the middle to keep cattle safe in the night inside a jungly area.