ଜଗତ୍

ଉଇକିଅଭିଧାନ‌ରୁ

ଜଗତ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଗମ୍ ଧାତୁ+କତ୍ତୃ. କ୍ୱିପ୍; ନିପାତନ; ଯେ ନିୟତ ଗତି କରୁଛି[ସମ୍ପାଦନା]

୧. ବିଶ୍ୱ; ସଂସାର; ପୃଥିବୀ — The world.
୨. ବିଶ୍ୱ; ବ୍ରହ୍ମାଣ୍ଡ —୨. The universe.
୩. ସଷ୍ଟି —୩. The creation.
୪. ବାୟୁ (ହିନ୍ଦୀ - ଶବ୍ଦସାଗର.) —The air.
୫. ମହାଦେବ (ହିନ୍ଦୀ - ଶବ୍ଦସାଗର) —୫. God Ṡiba.
୬. ଗୋପୀ ଚନ୍ଦନ (ହିନ୍ଦୀ - ଶବ୍ଦସାଗର) — ୬. A spices of sandal.

ପ୍ରାଦେଶିକ - (କୁଜଙ୍ଗ) ବିଶେଷ୍ୟ -[ସମ୍ପାଦନା]

ଜାଲିଆ ବା କେଉଟଙ୍କର ବଂଶୋପାଧି ବିଶେଷ — A title of family fishermen.

ସଂସ୍କୃତ - ବିଶେଷଣ -[ସମ୍ପାଦନା]

୧. ଜଙ୍ଗମ; ଗତିଶୀଳ — ୧. Moving.
୨. ଅସ୍ଥାୟୀ —୨. Temporary.