ଜଗତ୍ସଂସାର

ଉଇକିଅଭିଧାନ‌ରୁ

ଜଗତ୍ସଂସାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସହଚର ଏକାର୍ଥବୋଧକ ସଂସ୍କୃତ ଶବ୍ଦଦ୍ୱୟ ଜଗତ୍ ଓ ସଂସାର)[ସମ୍ପାଦନା]

୧. ସମଗ୍ର ପୃଥିବୀ; ସୃଷ୍ଟିଜଗତ୍ — ୧. The universe; the creation.
୨. ପୃଥିବୀର ସମସ୍ତ ଲୋକ — ୨. All the world; people of the whole world.